Profile
Name
Radio Choklate Bhakti
Description
Subscribers
44K
Subscriptions
Friends (1)
Channel Comments
![]() |
bhagirathiswain7758
(4 minutes ago)
So sweet bhakti Bhajan, Hay Manima Kede Madhur Tum nama rasa, Jai Singer ji
|
![]() |
jayaprakashmohapatra5644
(9 minutes ago)
ଏହି ଗୀତ ର ରଚୟିତା କଣ୍ଠ, ସଂଗୀତ, ବାଦ୍ଯ ଯନ୍ତ୍ର ର କଳାକାର ମାନଙ୍କୁ ସତ କୋଟି ପ୍ରଣାମ ସକାଳୁ ସୁଣିଲେ ଦିନଟି ଖୁସିରେ କଟିଯାଏ ହୃଦୟକୁ ସ୍ପର୍ଶ କରିଯାଏ ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ର
|
![]() |
premanandamishra7348
(18 minutes ago)
ଭାବରେ ଭାବରେ ପରିବେଷିତ ବହୁତ୍ ସୁନ୍ଦର ମନକୁ ଅଶେଷ ଶାନ୍ତି ପ୍ରଦାନ୍ କଲା ଭଳି ଭଜନ୍! ଗାୟକ, ଗୀତିକାର ଓ ସଙ୍ଗୀତ ନିର୍ଦ୍ଦେଶକ ସମସ୍ତ ଙ୍କୁ ସାଦର ସମ୍ମାନ ଓ ଢେର୍ ସାରା ସଦିଚ୍ଛା।
|
![]() |
sarojbehera2137
(28 minutes ago)
ହୃଦୟ କୁ ଶାନ୍ତି ମିଳିଲା ଏ ଭକ୍ତି ଭରା ଭଜନ ଶୁଣି ଜୟ ଜଗନ୍ନାଥ
|
![]() |
BichitraDalei-t8o
(32 minutes ago)
କେଡେ ମିଠା ଭଜନ ହେ ଜଗନ୍ନାଥ
|
![]() |
SaraswatiDhal-dh3np
(46 minutes ago)
bristha କଣ୍ଠସିଲ୍ପି ଗୁରୁ ସ୍ରିବିଜୟ୍ ଜେନା ମହୋଦୟ ପ୍ରଣାମ ହୃଦୟ ସୁଦାମ୍।ହୋଇଗଲା ଏ ପ୍ରାଣ ସ୍ପର୍ଶି bhajan ଶୁଣି ଜୟ ଜଗନ୍ନାଥ। କେଡେ ମଧୁର ତମ ରସ
|
![]() |
GopasundarSamarth
(52 minutes ago)
କେଡେମଧୁର ତୁମ ନାମ ରସ ଯେ ପିଉଛି ତାକୁ ପିୟୁଷ ️
|
![]() |
BishnukumarBaral-es6gx
(1 hour ago)
ଗୀତ ବହୁତ ଭାବଯୁକ୍ତ ବହୁତ ସୁନ୍ଦର ଗାଇବାବି ପୂର୍ଣ୍ଣ ଭାବଯୁକ୍ତ ବହୁତ ଆନନ୍ଦ ଲାଗୁଛି ,ଧନ୍ୟବାଦ ,କବିଚଣ୍ଡୀଦାସ
|
![]() |
sunnystudio2875
(2 hour ago)
ମୋଉସା ଙ୍କୁ ଶତ ଶତ ପ୍ରଣାମ .
|
![]() |
SaraswatiDhal-dh3np
(3 hours ago)
Hriuday sudama hoi gala gayak mahasay nku pranam jay jagnnath
|
![]() |
TheUnknown79
(3 hours ago)
Dhanyabad Bhai Bijay
|
![]() |
kushakumura4284
(6 hours ago)
ଏତେ ସୁନ୍ଦର ଗୀତ ପାଇଁ ବିଜୟ ଜେନା ସାରଙ୍କୁ ବହୁତ ବହୁତ ଧନ୍ୟବାଦ
|
![]() |
bichitradora843
(3 hours ago)
ମୋର ସମସ୍ତ ଚିନ୍ତା ମୁକ୍ତି ହେଇଗଲା ଏ ଗୀତ ଟି ଶୁଣି । ଜୟ ଶ୍ରୀ ଜଗନ୍ନାଥ
|
![]() |
dishmiprajolentertainment
(11 hours ago)
ପ୍ରଭୁଂକ ନାମ୍ ରସ୍ ଶୁଣି ମନକୁ ଶାନ୍ତି ମିଲିଲା
|
![]() |
sujitkumarsahu1876
(12 hours ago)
ନାମରସ ଅର୍ଥାତ ଭଗବାନଙ୍କ ନାମ ସଂକୀର୍ତନ ଠାର ବଳି ସୌଭାଗ୍ୟ ଜଗତରେ ନାହିଁ ।
|
![]() |
suchismitamalik5466
(21 hours ago)
କେଡେ ମଧୁର ତୁମ ନାମ ରସ‼️
|
![]() |
bhimasennayak9759
(4 hours ago)
ଆହା, କେଡେ ମଧୁର କାନ୍ଥରେ ମଧୁର ମଧୁର ଭକ୍ତି ସଙ୍ଗୀତ, ଆପଣଙ୍କୁ
|
![]() |
dinakrushnabai8087
(17 hours ago)
ମଣିମା
|
![]() |
bhagbansethi336
(10 hours ago)
କୋଟି କୋଟି ପ୍ରଣାମ ପ୍ରଭୁ ️️️️️
|
![]() |
sekharpradhan3941
(19 hours ago)
ଏହି ଭଜନ ଶୁଣିଲେ ହୃଦୟରୁ ଆପେ ଭକ୍ତିଭାବ ପ୍ରକାଶତି ହୁଏ ଧନ୍ୟବାଦ
|
Add comment